Friday, 5 June 2020
Tuesday, 10 March 2020
Month long Famous Chaitra Yatra 2020 began at Tara Tarini Shakti Pitha
The Month long Famous #Chaitra_Yatra has began from today onwards at #Taratarini #Shakti_pitha near Brahmapur city (Ganjam District), Odisha.
ତାରା ତାରିଣୀ ଶକ୍ତି ପୀଠ ରେ ପ୍ରସିଦ୍ଧ ଚୈତ୍ର ଯାତ୍ରା 2020 ର ପ୍ରଥମ ମଙ୍ଗଳବାର
ଆଜି ମା #ତାରାତାରିଣୀ ଶକ୍ତି ପୀଠ ରେ ପ୍ରସିଦ୍ଧ #ଚୈତ୍ର_ଯାତ୍ରା ର ପ୍ରଥମ ମଙ୍ଗଳବାର। ଅପରୂପ ଶୋଭା ରେ ଉଦ୍ଭାସିତ ହେଉଛି ମାଙ୍କ ପୀଠ।
ଚୈତ୍ର କୃଷ୍ଣ ପ୍ରତିପଦା ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଗାମୀ ଏକ ମାସ ପାଇଁ ଚାଲିବ।
ମା ଆପଣ ସମସ୍ତ ଙ୍କ ମନବାଞ୍ଛା ପୂରଣ କରନ୍ତୁ।
ଚୈତ୍ର କୃଷ୍ଣ ପ୍ରତିପଦା ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଗାମୀ ଏକ ମାସ ପାଇଁ ଚାଲିବ।
ମା ଆପଣ ସମସ୍ତ ଙ୍କ ମନବାଞ୍ଛା ପୂରଣ କରନ୍ତୁ।
ଜୟ ମା ତାରା ତାରିଣୀ🙏🙏
Monday, 13 January 2020
Subscribe to:
Posts (Atom)